ସାଧାରଣ ଖାଉଟି ଙ୍କ ଜନ ଅସନ୍ତୋଷ....


 ସରକାର କରିବା ପରେ ବିଜେପି ମୂଲ୍ୟ ନିୟନ୍ତ୍ରଣ ରେ ଝୁଣ୍ଟିଲା। ଦୀର୍ଘ ଦିନ ଧରି ପନି ପରିବା ର ମୂଲ୍ୟ ବୃଦ୍ଧି ରେ ସାଧାରଣ ଖାଉଟି ଖୁବ ଅସନ୍ତୋଷ ବ୍ୟକ୍ତ କରୁଥିବା ଦେଖାଯାଉଛି। ତେବେ ସରକାର କରିବା ରେ ଓଡିଶା ବିଜେପି ଝୁଣ୍ଟୁଛି ଏହା ବାରି ହେଉଛି।

ଏହି ପରିବା ମୂଲ୍ୟ ବୃଦ୍ଧି ପୂର୍ଵ ବିଜେଡି ସରକାର ସମୟ ଭଲ ଥିଲା ବୋଲି ଦାଣ୍ଡରେ ଲୋକେ କହିବା ଆରମ୍ଭ କଲେଣି। ଏପରିକି ମହାପ୍ରଭୁ ଙ୍କ ରଥଯାତ୍ରା ସମୟରେ ଏହି ମୂଲ୍ୟ ବୃଦ୍ଧି ର ପ୍ରତ୍ୟକ୍ଷ ଓ ପରୋକ୍ଷ ପ୍ରଭାବ ଗରିବ ଗୁରୁବା ଙ୍କ ସହ ପ୍ରଯ୍ୟଟକ ଙ୍କ ଉପରେ ପଡିବ।

ତେବେ ଗରିବ ଙ୍କ ବ୍ୟବହାର ପରିବା ର ମୂଲ୍ୟ ନିୟନ୍ତ୍ରଣ ର ଆବଶ୍ୟକତା ଥିବା ସ୍ଥଳେ ସରକାର ଏଥିରେ ନିଜ ନଜର କୁ ଏଡାଇ ଚାଲିଛନ୍ତି।

ବିଜେଡି ସରକାର ସର୍ବଦା ଗରିବ ଙ୍କ ବ୍ୟବହାର ପରିବାର ମୂଲ୍ୟ ନିୟନ୍ତ୍ରଣ ରେ ଗୁରୁତ୍ୱ ଦେଇଆସୁଥିଲା।

ତେବେ ଏବେ ଦାଣ୍ଡରେ, ହାଟରେ ଲୋକେ କହୁଛନ୍ତି ବିଜେପି ପୁଞ୍ଜିପତି ଙ୍କ ଏକ ଚାବି ମୋଡା ଜାପାନୀ କଣ୍ଢେଇ....

Comments