କଂଗ୍ରେସ ନେତା ତଥା ପୂର୍ବତନ ମନ୍ତୀ ଜୟରାମ ରମେଶ ଏକ ଅର୍ଥନୀତି ର ସମୀକ୍ଷା ଉଭୟ କଂଗ୍ରେସ ଓ ବିଜେପି ମଧ୍ୟରେ କରି ବିଜେପି ସରକାର କୁ ଘେରିବା ସହ private investment କୁ ନାପସନ୍ଦ କାରିଛନ୍ତି।
ବିଜେପି ସରକାର ୪୪୦୦୦ କୋଟି pvt investment କୁ ସେ କଂଗ୍ରେସ ତୁଳନାରେ କମ ବୋଲି ଦର୍ଶାଇବା ସହ ତାକୁ ନାପସନ୍ଦ କରିଛନ୍ତି।
FDI investment ୟୁପା ସରକାର ତୁଳନାରେ କମ ଯାହାକି ଜିଡିପି ର 1.5% କିନ୍ତୁ ୟୁପା ସରକାର ସମୟରେ ତାହା 1.7% ଥିଲା ବୋଲି କହିଛନ୍ତି।
ସେହିପରି manufacturing ଜିଡିପି ର କଂଗ୍ରେସ ସମୟରେ 16.5% ରହିଥିବା ସ୍ଥଳେ ବିଜେପି ସରକାର ସମୟରେ ତାହା 14.5 % ରହିଛି ବୋଲି କହି ସମାଲୋଚନା କରିଛନ୍ତି।
ସେହିପରି fixed capital ଜିଡିପି ର କଂଗ୍ରେସ ସମୟରେ 32% ଥିବା ସ୍ଥଳେ ବିଜେପି ସରକାର ସମୟରେ ତାହା 30% ରହିଥିବା ଦର୍ଶାଇ ବିଜେପି ର ଅର୍ଥନୀତି କୁ ସମାଲୋଚନା କରିବା ସହ public investment ଉପରେ ଗୁରୁତ୍ୱ ଆରୋପ କରିଛନ୍ତି।
Private investment ରେ ପୁଞ୍ଜିପତି ମାନେ ସମ୍ବଳ ହାତଉଥିବା ଓ ଗରିବ ମାନଙ୍କ ହାତକୁ ଅର୍ଥ ର ପ୍ରବାହ କାମୁଥିବା ଉପରେ ନିଜର ମତ ରଖିବା ସହ କଂଗ୍ରେସ ତୁଳନାରେ ବିଜେପି ର ଅର୍ଥନୀତି ସେତେ ଭଲ ନୁହେଁ ଯୁକ୍ତି ବାଢିଛନ୍ତି।

Comments
Post a Comment