ଆଜି ଗଣମାଧ୍ୟମ ରେ ବିଜେଡି ର ଶଙ୍ଖ ଭବନ କୁ ନେଇ ଗଣମାଧ୍ୟମ ରେ ଢେର ଚର୍ଚ୍ଚା ଓ ବିତର୍କ ଏପରି କି ମନ୍ତ୍ରୀ ମାନେ ବି ସାଧାରଣ ରେ ଏହାକୁ ନେଇ ନିଜ ବିବୃତି ଦେଉଛନ୍ତି ହେଲେ ସାଧାରଣ ରେ ଲୋକେ ତାହା ବିଜେପି ନେତା ଙ୍କ ପାଗଳାମି ବୋଲି କହିବା କୁ ଆରମ୍ଭ କଲେଣି।
ବିଜେଡି ଏକ ଆଞ୍ଚଳିକ ଦଳ ଏବଂ ଓଡିଶା ରେ ଦୀର୍ଘ ୨୪ ବର୍ଷ ଶାସନ କରିବା ର ଇତିହାସ ରଚିଛି।
ହେଲେ ଶଙ୍ଖ ଭବନ ବିଜେଡି ସଦସ୍ୟ ମାନଙ୍କ ଗୋଷ୍ଠୀ ଗତ ସମ୍ପତି ଏଥିରେ ନା ବିଜେପି ର ଅଂଶଧନ ଅଛି ନା ସରକାର ଙ୍କ ର ଏହା ପ୍ରଥମେ ବୁଝିବା ର ଆବଶ୍ୟକତା ଅଛି।
୧୯୯୬ ଠାରୁ ଆମ ଦେଶ ରେ ଗୋଷ୍ଠୀ ସମ୍ପତି ର ପ୍ରାଧାନ୍ୟ ଜାରି ହୋଇଛି। ତେବେ ଏବେ ବି ବିଜେଡି ୫୧ ଟି ବିଧାୟକ ମାନଙ୍କୁ ବିଧାନସଭା ରେ ବସାଇବା ପାଇଁ ସକ୍ଷମ ପୁଣି ୯ ଟି ରାଜ୍ୟ ସଭା ସଦସ୍ୟ ଜାତୀୟ ସ୍ତର ରେ ରଖିଛି।
ଶଙ୍ଖ ଭବନ ବିଜେଡି ର ସଭାପତି ରିଜର୍ଭ ବ୍ୟାଙ୍କ ରେ ଅଂଶଧନ ପାଇଁ monetize କରବା ଆଇନ ସମ୍ମତ। ଏହାକୁ ରାଜ୍ୟ ସରକାର କୌଣସି ପ୍ରକାର ବ୍ୟବହାର କରିପାରିବେ ନାହିଁ।
ଏହା କେବଳ ବିଜେଡି ସଦସ୍ୟ ମାନଙ୍କ ସମ୍ପତି। ତେଣୁ ଏହା କୁ ନେଇ ବିଜେପି ର ମନ୍ତବ୍ୟ ଏକ ମୂର୍ଖାମୀ ଓ ପାଗଳାମି। ଏଥିରୁ ସ୍ପଷ୍ଟ ବାରିହେଉଛି ବିଜେପି ଆକ୍ରୋଶ ରାଜନୀତି କରିବା କୁ ଶ୍ରେୟ ମଣୁଛି।
ତେବେ ଆଇନି ତ ଏହା ଠିକ ନୁହେଁ।

Comments
Post a Comment