ଦୀର୍ଘ ୨୪ ବର୍ଷ ଶାସନ ପରେ ଓଡିଶା ର ବିଜେଡି ର ମୁଖ୍ୟ ଙ୍କୁ ବିରୋଧୀ ଦଳ ରେ ବସିବା ର ସୁଯୋଗ ମିଳିଛି। ସତ କହିବାକୁ ଗଲେ ଏଇ ୨୪ ବର୍ଷ ରେ ଗରିବ ଅଧିକାର କଣ ନିଜେ ଜାଣିଲା।
ଏଇ ୨୪ ବର୍ଷ ଶାସନ କାଳ ରେ ବିଜେଡି ପ୍ରତିଟି ନାଗରିକ ଠାରୁ ୨୨ ହଜାର ପର୍ଯ୍ୟନ୍ତ equity ନେଉଥିବା ସ୍ଥଳେ ବିଜେପି ପ୍ରତିଟି ନାଗରିକ ଠାରୁ ୧ଲକ୍ଷ ୫୦ ହଜାର ନେଉଥିଲା। ତେବେ ୨୨ ହଜାର ନେଉଥିବା ନବୀନ ସରକାର ଗରିବ ମାନଙ୍କୁ ଯାହା ଦେଉଥିଲା ସେହି ତୁଳନାରେ ବିଜେପି ଯାହା ଦେଉଥିଲା ତାହା ପୁଞ୍ଜିପତି ମାନଙ୍କୁ କେବଳ ହସାଉ ଥିଲା।
ନିବୀନ ଙ୍କ ସରକାର ସମୟରେ ବିଦ୍ୟାଳୟ ଗୁଡିକ ସୁନ୍ଦର ହୋଇଛି, ଛାତ୍ର ଛାତ୍ରୀ ମାନେ ବୃତ୍ତି, କମ୍ପୁଟର, କୃଷକ ମାନେ କାଳିଆ ଯୋଜନା, ବିଧବା ମା ମାନେ ଭତା, ପିଲାମାନେ ସୋଲା, ଅଣ୍ଡା, ଭୁଜା ପାଉଥିବା ବେଳେ ୫ ଟଙ୍କା ରେ ଆଧାର, ମୋ ବସ ସେବା ଆଦି ଅନେକ କିଛି ସହ ମହିଳା ମାନେ ଗୋଷ୍ଠୀ ଋଣ ପାଉଥିଲେ।
ତେବେ ଯେଉଁମାନେ ଗରିବ ସେମାନେ ଅଧିକାର କଣ ହୁଏତ ନବୀନ ଯୁଗ ରେ ପାଇଥିଲେ।
ସମାଲୋଚନା କରୁଥିବା ଲୋକେ welfare equity ଓ sanctions equity କଣ ଜାଣନ୍ତି ନାହିଁ। ଯେ ସେମାନଙ୍କ ସହିତ ଯୁକ୍ତି କରିବ ସେ ମୂର୍ଖାମୀ ହିଁ କରିବ।
ଯେ ଯେଉଁ ଦଳ ରୁ ସରକାର କରନ୍ତୁ ସେମାନେ କେବଳ welfare equity ନିଅନ୍ତି। Sanctions equity ସର୍ବଦା ସରକାର ଙ୍କ ଭାଗିଦାରୀ ରେ ରୁହେ। ଯାହା ସେମାନଙ୍କ ନିଜ ଦଳ ଓ ଅନ୍ୟ ଦଳ ର କଥା।
ତେବେ ନବୀନ ପ୍ରମାଣ କରିପାରିଛନ୍ତି ”ବାପା ଠୁ ପୁଅ ବଡ଼ ” ଯାହା ବିଜୁ ବାବୁ ଓ ଜାନକୀ ବାବୁ କରିପାରିନଥିଲେ ତାହା ନବୀନ ପଟ୍ଟନାୟକ କରିପାରିଥିଲେ।
ଆଜି ଶୁଣିବାକୁ ମିଳୁଛି ସରକାର କୁ ମାସେ ନପୂରୁଣୁ ଆମ ରାଜ୍ୟ ର ସମ୍ପତି ପୁଞ୍ଜିପତି ଙ୍କୁ ବିକ୍ରି ହେବ। ଖଣି ଖାଦାନ, ବିମାନ ବନ୍ଦର ଓ ଜାହାଜ ଆସୁଥିବା ବନ୍ଦର।
ଅନ୍ୟ ପଟେ ଗରିବ ଗୁରୁବା ପାଉଥିବା ସହାୟତା କୁ ବି ବନ୍ଦ କରିଦିଆଯିବ। ହେଲେ ଏ ଗରିବ ମାନେ ଏବେବି ନବୀନ ଙ୍କୁ ହୃଦୟ ରେ ରଖିଛନ୍ତି ଏହା ସତ୍ୟ।

Comments
Post a Comment