ସରକାର ଶ୍ରୀମନ୍ଦିର balance sheet ପ୍ରଦତ୍ତ କରିବେ କି?


 ମହାପ୍ରଭୁ ଭାରତ ର ପ୍ରତିଟି ହିନ୍ଦୁ ଅସ୍ମିତା। ପ୍ରତିଟି ହିନ୍ଦୁ ମହାପ୍ରଭୁ ଙ୍କ ବିଷୟରେ RTI ମାଗିବା ର ସାମ୍ବିଧାନିକ ଅଧିକାର ରହିଛି। ହେଲେ ଆଜିର ଅମଲା କେନ୍ଦ୍ରିକ ରାଜ୍ୟ ର ଗଣତନ୍ତ୍ର ରେ RTI କୁ ପ୍ରଧାନ୍ୟତା ଦିଆ ଯାଉନାହିଁ।

ପ୍ରତିଟି ହିନ୍ଦୁ ମହାପ୍ରଭୁ ଙ୍କ ଦୁଇଟି balance sheet ପାଇବା କୁ ବେଗ୍ର। କିନ୍ତୁ ଗଣମାଧ୍ୟମ ବି ଏହି balance sheet ପାଇ ପାରୁନି। ସମସ୍ତେ କେବଳ receipt and payment ବିଷୟରେ ଜାଣିବାକୁ ସକ୍ଷମ ହେଉଛନ୍ତି। ବସ୍ତୁତ ସାଧାରଣ ହିନ୍ଦୁ ଟିଏ ମହାପ୍ରଭୁ ଙ୍କ ସମ୍ପତି ର ତଥ୍ୟ ପାଇବାକୁ ଅସମର୍ଥ ହେଉଛି।

କହିବା କୁ ଗଲେ କେବଳ ମହାପ୍ରଭୁ ଙ୍କ RBI account ମାଧ୍ୟମରେ ଓଡିଶା ର ସରକାର ଚାଲି ପାରିବ SEBI ର nse ଓ bse ମାଧ୍ୟମରେ।

ହେଲେ ମହାପ୍ରଭୁ RBI ର କେତେ ଅଂଶଧନ ର ମାଲିକ ଓ କେତେ RBI ର ସୁଧ ର ହକଦାର ଏଯାବତ ବିଶିଷ୍ଟ ବ୍ୟକ୍ତି, ଗଣମାଧ୍ୟମ ଓ ବିରୋଧୀ ଦଳ ନେତା କହିବାକୁ ଅସମର୍ଥ।

ପୁନଶ୍ଚ book value ଓ market value ଭିତରେ କେତେ capital gain ବା loss ହିସାବ କୁ ଆସୁଛି ତାହା ବି ବୁଦ୍ଧିଜୀବି ଅଗୋଚର।

ପୁନଶ୍ଚ ମହାପ୍ରଭୁ ଙ୍କ ମାଧ୍ୟମରେ କେତେ ସମ୍ପତି income tax commission ରେ pledge ତାହା ବି ଅନ୍ଧକାର ରେ ରହିଛି।

ବାସ୍ତବତା କହୁଛି ଆଜିର ମହାପ୍ରଭୁ ଙ୍କ ସମ୍ପତି ରୁ ଦେଶ ଓ ରାଜ୍ୟ ର କେବଳ ଧନୀ ଓ କ୍ଷମତା ସମ୍ପର୍ଣ୍ଣ ବ୍ୟକ୍ତି ମାନେ ଫାଇଦା ନେଉଛନ୍ତି।

ତବେ RBI ଓ ଶ୍ରୀମନ୍ଦିର ମହାପ୍ରଭୁ ଙ୍କ balance sheet କୁ annexture sheet ସହ ସାଧାରଣ ରେ ପ୍ରକାଶ କରିବା ସହ RTI ରେ ତଥ୍ୟ ଦେବେ କି??


Comments