ମୋ ମନର କଥା।

 ମୋ ପ୍ରିୟ ପାଠକ ବନ୍ଧୁ,

ସ୍ୱାଧୀନତା ପରଠୁ ମୋ ଦେଶ ମୋତେ ସ୍ୱାଧୀନତା ଦେଇଛି। ସ୍ବେଛାକୃତ ସାମ୍ବାଦିକତା ର କାଗଜ ଖଣ୍ଡିକ ଯଦିଓ ମୋତେ ସାମ୍ବାଦିକତା ର ସ୍ୱାଧୀନତା ଦେଇଛି ହେଲେ ମୋ ଇଂରାଜୀ ଖବର କାଗଜ ର ସରକାରୀ ପଞ୍ଜିକରଣ ମତେ କଲମ ଚଳାଇବା କୁ ଦମ୍ଭ ଓ ସାହସ ଦେଇଛି।

ଆଜି ର ସମାଜ ରେ ଡିଜିଟାଲ ର ପ୍ରବେଶ ଓ ନିଜ ମୋବାଇଲ ରେ ନିଜ ପ୍ରେସ ଚଳାଇବା ର ଦକ୍ଷତା ଦେଇପାରିଛି।

ମୋ ସ୍ବେଛାକୃତ ସାମ୍ବାଦିକତା ର ସାର୍ଟିଫିକେଟ ମତେ ଖୁବ ସାହସ ଦେଇଛି।

ତେଣୁ ମୁଁ ମୋ ଓଡ଼ିଆ ବ୍ଲଗ୍ଜର ରେ ମୋ ଓଡ଼ିଆ ପାଠକ ମାନଙ୍କୁ ନିଜ ଖବର କାଗଜ ସମୀକ୍ଷା ରେ ସାମିଲ କରିପାରିବି।

ଇତି,

ଗୋପାଳ ଚନ୍ଦ୍ର ତ୍ରିପାଠୀ।

ସ୍ବେଚ୍ଛାକୃତ ସାମ୍ବାଦିକ।

ସ୍ବେଛାକୃତ ସାମ୍ବାଦିକତା ସାର୍ଟିଫିକେଟ ଗ୍ରହୀତା।



Comments

  1. ବ୍ଲଗ୍ଜର ର ସମସ୍ତ ପରିବାର କୁ ମୋର ଧନ୍ୟବାଦ। ଏହା ଖୁବ ଭଲ ପ୍ରଯୁକ୍ତି ବିଦ୍ୟା ର ରୂପାନ୍ତୀକରଣ। କିନ୍ତୁ AI କୁ ଅନେକ ଧନ୍ୟବାଦ।

    ReplyDelete

Post a Comment